ଶିକ୍ଷକଙ୍କ ସହ ଗଞ୍ଜେଇ ବେପାରୀ ସ୍ତ୍ରୀ ଛୁ’

ଭୁବନେଶ୍ବର : ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ ବର୍ଷ ପାଇଁ ଜେଲ୍‌ ଯାଇଥିବା ଜଣେ ନିଶା ବେପାରୀର ସ୍ତ୍ରୀ ଏକ ବିଦ୍ୟାଳୟର ଶିକ୍ଷକଙ୍କ ସହ ଘରୋଇ ଘର ଛାଡ଼ି ଛୁ’ ମାରିଛି। ନଗଦ ୩୦ ଲକ୍ଷ ଟଙ୍କା, ୬ଶହ ଗ୍ରାମ୍‌ର ସୁନାଗହଣା ଓ ଖୋର୍ଦ୍ଧା ବେଗୁନିଆରେ ଥିବା ଏକ ୩ ହଜାର ବର୍ଗଫୁଟ୍‌ର ଜମି ବିକ୍ରି ଟଙ୍କା ନେଇ ସ୍ତ୍ରୀ ଶିକ୍ଷକ ପ୍ରେମିକ ସହ ଫେରାର୍ ହୋଇଯାଇଛି। କେବଳ ସେତିକି … Continue reading ଶିକ୍ଷକଙ୍କ ସହ ଗଞ୍ଜେଇ ବେପାରୀ ସ୍ତ୍ରୀ ଛୁ’